ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Balasore


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1957
ଅଧ୍ୟକ୍ଷ
ଶ୍ରୀ କେ ସି ରାଉତ

ଆଇଟିଆଇ, ବାଲେଶ୍ବର

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ବାଲେଶ୍ବର

କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଥିବା କୁଶଳୀ କାରିଗରଙ୍କ ଆବଶ୍ୟକତା ଦୃଷ୍ଟିରୁ ଦ୍ବିତୀୟ ପଞ୍ଚ ବାର୍ଷିକ ଯୋଜନା କାଳରେ ୧୯୫୭ ମସିହାରେ ବାଲେଶ୍ବର ଆଇଟିଆଇ ପ୍ରତିଷ୍ଠା କରାଯାଇଥିଲା। ଏହି ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତସ୍ତରରେ ପହଞ୍ଚିଥିବା ବେଳେ ଅତ୍ୟାଧୁନିକ ଆଇଟି ଓ ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ କମ୍ୟୁନିକେସନ ଲାବ ଓ କାର୍ମଶାଳା ରହିଛି। ଉନ୍ନତ ଶ୍ରେଣୀଗୃହ, ଛାତ୍ରଛାତ୍ରୀମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ସହ ନିରବଛିନ୍ନ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା ମଧ୍ୟ ରହିଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9437154305/06782-262077
ଇମେଲ୍
[email protected]
ଠିକଣା
ଓ. ଟି ରୋଡ, ଅଙ୍ଗାରଗଡିଆ, ଇଶାନ ନଗର, ଜିଲ୍ଲା-ବାଲେଶ୍ବର, ପିନ୍-୭୫୬୦୦୧
ୱେବସାଇଟ
http://itibalasore.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ସିଓଇ ବିବିବିଟି (ଇଲେକ୍ଟ୍ରିକାଲ) 24 ମାସରେ 5040 ଘଣ୍ଟା 126 ମାଟ୍ରିକ
ଡ୍ରଗଟ୍ସମ୍ୟାନ (ମେକାନିକାଲ) 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 126 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 84 ମାଟ୍ରିକ
ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବୈଦ୍ୟୁତିକ ଯନ୍ତ୍ର ରକ୍ଷଣାବେକ୍ଷଣ (ଆଇଟି ଓ ଇଏସଏମ) 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 32 ମାଟ୍ରିକ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ମେକାନିକ ଡିଜେଲ 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ପ୍ଲାଷ୍ଟିକ ପ୍ରୋସେସିଂ ଅପରେଟର 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ଟ୍ରାକ୍ଟର ମେକାନିକ 12 ମାସରେ 2520 ଘଣ୍ଟା 21 ଅଣ ମାଟ୍ରିକ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 16 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 63 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 21 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।